RBI kehta hai landing page - compress video - ଆରବିଆଇ - Reserve Bank of India
RbiSearchHeader
Type of Document:
Function:
Department:
Search by Keyword:
Year:
Month:
From Date:
To Date:
Format:
Trending Searches
Past Searches
Useful Links
RBI Kehta Hai Banner duplicate 1
ଆରବିଆଇ କେହତା ହୈ
ଗ୍ରାହକଙ୍କ ଅଧିକାରର ରକ୍ଷକ ଜଣେ ସୁବିଦିତ ଗ୍ରାହକଙ୍କ ଠାରୁ ଭଲ ଆଉ କେହି ହୋଇପାରିବେ ନାହିଁ, ତେଣୁ ଗ୍ରାହକ ଶିକ୍ଷା ମାଧ୍ୟମରେ ଗ୍ରାହକଙ୍କ ସୁରକ୍ଷା, ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ ।
ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ ଆରମ୍ଭ ହୁଏ ଆପଣଙ୍କ ଠାରୁ । ସତର୍କତାର ସହ ଦେଣନେଣ କରନ୍ତୁ
ନିଜର କାର୍ଡରେ କାରବାର ସୀମା ସେଟ କରନ୍ତୁ । ଅନିଶ୍ଚୟ ଆଶଙ୍କା ହ୍ରାସ କରନ୍ତୁ
ନିଜର ବ୍ୟାଙ୍କ ଖାତାରେ ନୋମିନିଙ୍କ ନାମ ନିଶ୍ଚୟ ରେଜିଷ୍ଟର କରାନ୍ତୁ
ଡିଜିଟାଲ ଦେଣନେଣର ସୁବିଧା କାରବାର କରନ୍ତୁ ଯେ କୌଣସି ସମୟରେ, ଯେ କୌଣସି ସ୍ଥାନରୁ
ଦୃଷ୍ଟି ହୀନ ବ୍ୟକ୍ତି ଏବେ କରେନ୍ସି ନୋଟର ମୂଲ୍ୟବର୍ଗକୁ ଚିହ୍ନଟ କରିପାରିବେ।
ସମାନ ମୂଲ୍ୟବର୍ଗର ବିଭିନ୍ନ ଡିଜାଇନର ମୁଦ୍ରା ଏକ ସମୟରେ ପ୍ରଚଳିତ ହୋଇ ଥାଆନ୍ତି।
ବରିଷ୍ଠ ନାଗରିକଙ୍କ ପାଇଁ ଏବେ ବ୍ୟାଙ୍କିଙ୍ଗ ହେଲା ସହଜ
ଆରବିଆଇ ଲୋକପାଳ ମାଧ୍ୟମରେ ନିଜର ସମସ୍ତ ବ୍ୟାଙ୍କିଙ୍ଗ ଅଭିଯୋଗର ସମାଧାନ କରନ୍ତୁ।
ନିଜର ବ୍ୟାଙ୍କ ନୋଟ ଗୁଡିକୁ ଜାଣନ୍ତୁ
ଡିଜିଟାଲ ପ୍ଲାଟଫର୍ମରେ ବ୍ୟାଙ୍କିଙ୍ଗ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
କଣ ଆପଣ ନିଜ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ଇଚ୍ଛୁକ ନୁହନ୍ତି? ବିଏସବିଡି ଖାତା ଖୋଲନ୍ତୁ
ଆପଣଙ୍କ ବ୍ୟାଙ୍କ ଖାତାରେ ପ୍ରତାରଣାମୂଳକ ଦେଣନେଣ? ପ୍ରତାରଣାମୂଳକ କାରବାରରେ ନିଜର କ୍ଷତି ସୀମିତ କରନ୍ତୁ
ସାବଧାନ! ଅଧିକ ଏବଂ ତୁରନ୍ତ ରିଟର୍ନ ସ୍କିମଗୁଡ଼ିକ ବିପଦଜନକ ହୋଇପାରେ।