ଡିଜିଟାଲ୍ ବ୍ୟାଙ୍କିଙ୍ଗ ର ସୁବିଧା - ଆରବିଆଇ - Reserve Bank of India
rbi.page.title.1
rbi.page.title.2
ସଂକ୍ଷିପ୍ତ ବିବରଣୀ
ସଂକ୍ଷିପ୍ତ ବିବରଣୀ
ଡିଜିଟାଲ୍ ବ୍ୟାଙ୍କିଙ୍ଗ ‘ସୁବିଧାଜନକ’ ଏବଂ ‘ସୁରକ୍ଷିତ’ ମଧ୍ୟ ଅଟେ । ଯେ କୌଣସି ସମୟରେ, ଯେ କୌଣସି ସ୍ଥାନରେ କାରବାର କରନ୍ତୁ ।
- ନିଜର ଘରର ଆରାମଦାୟକ ପରିବେଶରୁ ଆପଣଙ୍କ ହାତପାହାନ୍ତାରେ ବ୍ୟାଙ୍କିଙ୍ଗ
- ତୁରନ୍ତ ଏବଂ ସୁରକ୍ଷିତ ପେମେଣ୍ଟ ମାଧ୍ୟମରେ ସମୟ ବଞ୍ଚାଏ
- ବହୁବିଧ ଦେଣନେଣ ପାଇଁ ଏକାଧିକ ଡିଜିଟାଲ୍ ପେମେଣ୍ଟ ବିକଳ୍ପ
- ଏନଇଏଫଟି , ଆଇଏମପିଏସ, ୟୁପିଆଇ ଏବଂ ବିବିପିଏସ ଉପଲବ୍ଧ 24x7
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai@rbi.org.in ରେ ଲେଖନ୍ତୁ
20099
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖନ୍ତୁ
ଡିଜିଟାଲ୍ ବ୍ୟାଙ୍କିଙ୍ଗ କୁ ଯାଆନ୍ତୁ
ଆପଣଙ୍କର କରେନ୍ସି ଜାଣନ୍ତୁ
ବ୍ୟାଙ୍କ ସ୍ମାର୍ଟ
ଆରବିଆଇ ସହିତ ଯୋଗାଯୋଗ କରନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: null
ଏହି ପେଜ୍ ସହାୟକ ଥିଲା କି?