ଡିଜିଟାଲ୍ ବ୍ୟାଙ୍କିଙ୍ଗ ପାଇଁ ସୁରକ୍ଷା - ଆରବିଆଇ - Reserve Bank of India

RbiSearchHeader

Press escape key to go back

Past Searches

rbi.page.title.1
rbi.page.title.2

RbiAnnouncementWeb

RBI Announcements
RBI Announcements

Safeguards for Digital banking - Banner

Safeguards for Digital banking - Overview - Viewport

ସଂକ୍ଷିପ୍ତ ବିବରଣୀ

ସଂକ୍ଷିପ୍ତ ବିବରଣୀ

କାହାକୁ ବି ନିଜ ବିପକ୍ଷରେ ସ୍କୋର କରିବାର ସୁଯୋଗ ଦିଅନ୍ତୁ ନାହିଁ ନିଜର ପାସୱାର୍ଡ, ଓଟିପି, ପିନ, ସିଭିଭି, ୟୁପିଆଇ-ପିନ ଇତ୍ୟାଦି କାହାକୁ ବି ଜଣାନ୍ତୁ ନାହିଁ

 

  • ତୁରନ୍ତ ଆଲର୍ଟ ପାଇବା ପାଇଁ ନିଜର ମୋବାଇଲ ନମ୍ବର ଏବଂ ଇମେଲ ନିଜ ବ୍ୟାଙ୍କରେ ରେଜିଷ୍ଟର କରାନ୍ତୁ
  • ନିଜର ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ସୂଚନା କେବେ ବି ମୋବାଇଲ, ଇମେଲ କିମ୍ବା ପର୍ସରେ ରଖନ୍ତୁ ନାହିଁ
  • କେବଳ ଯାଞ୍ଚ ହୋଇଥିବା, ସୁରକ୍ଷିତ ଏବଂ ବିଶ୍ୱାସଯୋଗ୍ୟ ୱେବସାଇଟ ସାହାଯ୍ୟରେ ହିଁ ଅନଲାଇନ ବ୍ୟାଙ୍କିଙ୍ଗ କରନ୍ତୁ
  • ସାର୍ବଜନୀକ, ଅସୁରକ୍ଷିତ କିମ୍ବା ମାଗଣା ନେଟୱାର୍କ ଦ୍ୱାରା କରାଯାଇଥିବା ବ୍ୟାଙ୍କିଙ୍ଗରୁ ଦୂରେଇ ରୁହନ୍ତୁ
  • ନିୟମିତ ଭାବେ ନିଜର ଅନଲାଇନ ବ୍ୟାଙ୍କିଙ୍ଗ ପାସୱାର୍ଡ ଆଉ ପିନକୁ ବଦଳାନ୍ତୁ
  • ନିଜର ଏଟିଏମ କାର୍ଡ, ଡେବିଟ କାର୍ଡ଼, କ୍ରେଡିଟ କାର୍ଡ଼, ପ୍ରିପେଡ କାର୍ଡ଼, ଚୋରି ହୋଇଗଲେ କିମ୍ବା ହଜିଗଲେ, ତାକୁ ତୁରନ୍ତ ବ୍ଲକ କରିଦିଅନ୍ତୁ

Search Results

ପୋଷ୍ଟର୍

ପୋଷ୍ଟର୍

ଆରବିଆଇ ଡିଜିଟାଲ୍ ବ୍ୟାଙ୍କିଙ୍ଗ (ରେଷ୍ଟୁରାଣ୍ଟ) ଓଡ଼ିଆ

ଆରବିଆଇ ଡିଜିଟାଲ୍ ବ୍ୟାଙ୍କିଙ୍ଗ (ରେଷ୍ଟୁରାଣ୍ଟ) ଓଡ଼ିଆ

ଆରବିଆଇ ଡିଜିଟାଲ୍ ବ୍ୟାଙ୍କିଙ୍ଗ (ବ୍ୟାଡମିଣ୍ଟନ୍ କୋର୍ଟ) ଓଡ଼ିଆ

ଆରବିଆଇ ଡିଜିଟାଲ୍ ବ୍ୟାଙ୍କିଙ୍ଗ (ବ୍ୟାଡମିଣ୍ଟନ୍ କୋର୍ଟ) ଓଡ଼ିଆ

Safeguards for Digital banking SMS/OBD - Link

Safeguards for Digital banking - GIF

ଜିଆଇଏଫ୍

ନିଜର କାର୍ଡକୁ ନିରାପଦରେ ବ୍ୟବହାର କରନ୍ତୁ

ନିଜର କାର୍ଡକୁ ନିରାପଦରେ ବ୍ୟବହାର କରନ୍ତୁ

ଡିଜିଟାଲ ପେମେଣ୍ଟ କରନ୍ତୁ, ସୁରକ୍ଷିତ ରୁହନ୍ତୁ

ଡିଜିଟାଲ ପେମେଣ୍ଟ କରନ୍ତୁ, ସୁରକ୍ଷିତ ରୁହନ୍ତୁ

ନିଜର ପିନ/ଓଟିପି ଶେୟାର କରନ୍ତୁ ନାହିଁ

ନିଜର ପିନ/ଓଟିପି ଶେୟାର କରନ୍ତୁ ନାହିଁ

କେବଳ ସୁରକ୍ଷିତ ୱେବସାଇଟ/ଆପ ବ୍ୟବହାର କରନ୍ତୁ

କେବଳ ସୁରକ୍ଷିତ ୱେବସାଇଟ/ଆପ ବ୍ୟବହାର କରନ୍ତୁ

RBI Kehta Hai Quick Links

RBI-Kehta-Hai-Follow Us

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: null

ଏହି ପେଜ୍ ସହାୟକ ଥିଲା କି?