ଆରବିଆଇ ଓମ୍ବୁଡ୍ସମ୍ୟାନ୍ ସହିତ ଅଭିଯୋଗ ଗୁଡ଼ିକୁ ସମାଧାନ କରନ୍ତୁ - ଆରବିଆଇ - Reserve Bank of India
rbi.page.title.1
rbi.page.title.2
ସଂକ୍ଷିପ୍ତ ବିବରଣୀ
ସଂକ୍ଷିପ୍ତ ବିବରଣୀ
ଆରବିଆଇର ବ୍ୟାଙ୍କିଙ୍ଗ ଲୋକପାଳ ସହ ସମ୍ପର୍କ କରନ୍ତୁ – ବ୍ୟାଙ୍କିଙ୍ଗର ଥାର୍ଡ ଅମ୍ପାୟର
- ଯଦି ବ୍ୟାଙ୍କ ଆପଣଙ୍କ ଅଭିଯୋଗର ସାମାଧାନ ଏକ ମାସ ଭିତରେ ଆପଣଙ୍କ ସନ୍ତୁଷ୍ତି ଅନୁସାରେ କରିପରୁ ନାହିଁ, ତେବେ ଆରବିଆଇର ବ୍ୟାଙ୍କିଙ୍ଗ ଲୋକପାଳ ସହ ସମ୍ପର୍କ କରନ୍ତୁ
- ବ୍ୟାଙ୍କିଙ୍ଗ ଲୋକପାଳ ଯୋଜନା ନିଃଶୁଳ୍କ ଏବଂ ବିନା ସମସ୍ୟାରେ ଆପଣଙ୍କ ବ୍ୟାଙ୍କିଙ୍ଗ ଅଭିଯୋଗର ସମାଧାନ କରିବାର ଏକ ସରଳ ଉପାୟ
- ବ୍ୟାଙ୍କିଙ୍ଗ ଲୋକପାଳ ଯୋଜନା, ବ୍ୟାଙ୍କିଙ୍ଗ ସେବା ସମ୍ବନ୍ଧୀୟ ଅନେକ ସମସ୍ୟାକୁ ସମ୍ବୋଧନ କରିଥାଏ
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai@rbi.org.in ରେ ଲେଖନ୍ତୁ
20099
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖନ୍ତୁ
ଡିଜିଟାଲ୍ ବ୍ୟାଙ୍କିଙ୍ଗ କୁ ଯାଆନ୍ତୁ
ଆପଣଙ୍କର କରେନ୍ସି ଜାଣନ୍ତୁ
ବ୍ୟାଙ୍କ ସ୍ମାର୍ଟ
ଆରବିଆଇ ସହିତ ଯୋଗାଯୋଗ କରନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: null
ଏହି ପେଜ୍ ସହାୟକ ଥିଲା କି?