ଠକାମୀପୂର୍ଣ୍ଣ ଟ୍ରାଞ୍ଜାକ୍ସନ୍ ଗୁଡ଼ିକରେ ଆପଣଙ୍କର କ୍ଷତିକୁ ସୀମିତ କରନ୍ତୁ - ଆରବିଆଇ - Reserve Bank of India
rbi.page.title.1
rbi.page.title.2
ସଂକ୍ଷିପ୍ତ ବିବରଣୀ
ସଂକ୍ଷିପ୍ତ ବିବରଣୀ
ଆପଣଙ୍କ ବ୍ୟାଙ୍କ ଖାତାରେ ପ୍ରତାରଣାମୂଳକ କିମ୍ବା ଅନଧିକୃତ ଦେଣନେଣ ଦ୍ୱାରା କ୍ଲିନ୍ ବୋଲ୍ଡ ହୁଅନ୍ତୁ ନାହିଁ ତତକ୍ଷଣାତ ନିଜ ବ୍ୟାଙ୍କକୁ ସୂଚିତ କରନ୍ତୁ
- ବ୍ୟାଙ୍କକୁ ସୂଚିତ କରିବା ପାଇଁ ଆପଣ ଯେତେ ଅଧିକ ସମୟ ନେବେ, କ୍ଷତି ହେବାର ଆଶଂକା ସେତେ ଅଧିକ ରହିବ
- ଯଦି ଆପଣଙ୍କର ଅବହେଳା କାରଣରୁ ପ୍ରତାରଣାମୂଳକ ଦେଣନେଣ ହେଇଛି, ତେବେ ବ୍ୟାଙ୍କକୁ ସୂଚିତ କରିବା ପର୍ଯ୍ୟନ୍ତ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିବ
- ଯେତେବେଳେ ଆପଣ ବ୍ୟାଙ୍କକୁ ସୂଚିତ କରୁଛନ୍ତି, ନିଜ ବ୍ୟାଙ୍କକୁ ଏକ ସ୍ୱୀକୃତିପତ୍ର ଦେବା ପାଇଁ କୁହନ୍ତୁ । ବ୍ୟାଙ୍କକୁ 90 ଦିନ ଭିତରେ ଆପଣଙ୍କର ଅଭିଯୋଗର ସମାଧାନ କରିବାକୁ ପଡ଼ିବ
- ପ୍ରତାରଣାମୂଳକ ଦେଣନେଣ ବିବାଦରେ ସୂଚିତ କରିବା ପାଇଁ ସର୍ବଦା ନିଜ ବ୍ୟାଙ୍କର ସବିଶେଷ ଯୋଗାଯୋଗ ବିବରଣୀ ସହଜରେ ମିଳିବା ଭଳି ନିଜ ପାଖରେ ରଖନ୍ତୁ
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai@rbi.org.in ରେ ଲେଖନ୍ତୁ
20099
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖନ୍ତୁ
ଡିଜିଟାଲ୍ ବ୍ୟାଙ୍କିଙ୍ଗ କୁ ଯାଆନ୍ତୁ
ଆପଣଙ୍କର କରେନ୍ସି ଜାଣନ୍ତୁ
ବ୍ୟାଙ୍କ ସ୍ମାର୍ଟ
ଆରବିଆଇ ସହିତ ଯୋଗାଯୋଗ କରନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: null
ଏହି ପେଜ୍ ସହାୟକ ଥିଲା କି?