ମଣି ଆପ୍ - ଆରବିଆଇ - Reserve Bank of India

RbiSearchHeader

Press escape key to go back

Past Searches

rbi.page.title.1
rbi.page.title.2

RbiAnnouncementWeb

RBI Announcements
RBI Announcements

MANI App - Banner

MANI App - Overview Viewport

ସଂକ୍ଷିପ୍ତ ବିବରଣୀ

ସଂକ୍ଷିପ୍ତ ବିବରଣୀ

ଦୃଷ୍ଟିହୀନ ବ୍ୟକ୍ତିଙ୍କ ଦ୍ଵାରା ଏକ ନୋଟର ମୂଲ୍ୟବର୍ଗ ଚିହ୍ନିବା ପାଇଁ 2 ଟି ସରଳ ସୋପାନ ।

 

  • ମନୀ ଆପକୁ ଡାଉନଲୋଡ କରନ୍ତୁ ଏବଂ ଇଂଷ୍ଟଲ କରନ୍ତୁ

  • ଆପକୁ ଖୋଲନ୍ତୁ ଏବଂ ମୋବାଇଲ ଫୋନର କ୍ୟାମେରାକୁ କରେନ୍ସି ନୋଟ ଆଡ଼କୁ ସୂଚୀତ କରନ୍ତୁ ।

 

ଆରବିଆଇ ପ୍ରସ୍ତୁତ କରୁଛି ମନୀ ଆପ (ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ)

ଦୃଷ୍ଟିହୀନ ବ୍ୟକ୍ତିଙ୍କ ସଶକ୍ତ କରଣ .

 

ମହାତ୍ମା ଗାନ୍ଧୀ ଶ୍ରୁଙ୍ଖଳା ଏବଂ ମହାତ୍ମା ଗାନ୍ଧୀ (ନୂତନ) ଶ୍ରୁଙ୍ଖଳା ବ୍ୟାଙ୍କ ନୋଟଗୁଡିକର ମୂଲ୍ୟବର୍ଗ ଚିହ୍ନଟ କରେ । ହିନ୍ଦୀ ଏବଂ ଇଂରାଜୀରେ ଧ୍ୱନି ସୂଚନା ଏବଂ କମ୍ପନ ମୋଡ ଦ୍ଵାରା ଚିହ୍ନଟ କରେ । ଡାଉନଲୋଡ କରିବା ପରେ, ଇଣ୍ଟରନେଟର ଆବଶ୍ୟକତା ହୋଇ ନଥାଏ ଏବଂ ଅଫଲାଇନ ସ୍ଥିତିରେ କାମ କରେ । ବିନା କୌଣସି ଦେୟରେ ଉଭୟ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର ଏବଂ ଆଇଓଏସ ଆପ ଷ୍ଟୋରରେ ଉପଲବ୍ଧ ।

ନୋଟ ଅସଲି କିମ୍ବା ନକଲି ବୋଲି ମୋବାଇଲ ଆପ୍ଲିକେସନ ପ୍ରାମାଣିକରଣ କରେ ନାହିଁ ।

Search Results

ପୋଷ୍ଟର୍

ପୋଷ୍ଟର୍

ପୋଷ୍ଟର୍

ପୋଷ୍ଟର୍

MANI App SMS/OBD - Link

Radio Jingles with Transcript

Radio Jingles

0:00 0:00

Download MANI App Heading

ମଣି ଆପ୍ ଡାଉନଲୋଡ୍ କରନ୍ତୁ

MANI Install app banner

ନିମ୍ନ ଲିଙ୍କ୍ ମଧ୍ୟକୁ ଯାଇ ମନି ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ

Logo

RBI Kehta Hai Quick Links

RBI-Kehta-Hai-Follow Us

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: null

ଏହି ପେଜ୍ ସହାୟକ ଥିଲା କି?