ସେଫ୍ ଡିଜିଟାଲ୍ ବ୍ୟାଙ୍କିଙ୍ଗ ଉପରେ ଏସଏମଏସ - ଆରବିଆଇ - Reserve Bank of India

RbiSearchHeader

Press escape key to go back

Past Searches

rbi.page.title.1
rbi.page.title.2

RbiAnnouncementWeb

RBI Announcements
RBI Announcements

Safeguards for Digital banking - SMS/OBD - Banner- Without Links

Safeguards for Digital Banking-SMS

ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ପର୍କିତ ଏସଏମଏସ

 

ଅନଲାଇନ୍ ବ୍ୟାଙ୍କିଙ୍ଗ୍? କେବଳ https; ଯୁକ୍ତ ସାଇଟ୍ସ ଗୁଡ଼ିକର ବ୍ୟବହାର କରନ୍ତୁ ; ମାଗଣା ନେଟୱାର୍କରେ ବ୍ୟାଙ୍କିଙ୍ଗ କରିବାରୁ ଦୂରେଇ ରୁହନ୍ତୁ; ଏବଂ ପାସୱାର୍ଡ / ପିନ ନିୟମିତ ଭାବରେ ପରିବର୍ତ୍ତନ କରନ୍ତୁ ଏବଂ କାହା ସହିତ ଶେୟାର କରନ୍ତୁ ନାହିଁ । ଅଧିକ ଜାଣିବା ପାଇଁ, 14440 ରେ ମିସଡ କଲ ଦିଅନ୍ତୁ ।

Safeguards for Digital banking-IVRS

ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ପର୍କିତ ଆଇଭିଆରଏସ

ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ପର୍କିତ ଆଇଭିଆରଏସ

ତୁରନ୍ତ ଆଲର୍ଟ ପାଇବା ପାଇଁ ନିଜର ମୋବାଇଲ ନମ୍ବର ଏବଂ ଇମେଲକୁ ଆପଣଙ୍କ ବ୍ୟାଙ୍କରେ ପଞ୍ଜିକରଣ କରନ୍ତୁ । ଯଦି ଆପଣଙ୍କୁ ଏପରି ଏକ ଦେଣନେଣ ସମ୍ବନ୍ଧରେ ଏକ ଆଲର୍ଟ ମିଳେ ଯାହା ଆପଣ କରିନାହାନ୍ତି କିମ୍ବା କାହାକୁ ପ୍ରାଧିକୃତ କରି ନାହାନ୍ତି, ତେବେ ଆପଣ ତୁରନ୍ତ ନିଜ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ । ଅନଲାଇନ ବ୍ୟାଙ୍କିଙ୍ଗ କରିବା ସମୟରେ ଆପଣଙ୍କୁ ଆଉ କେତେକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଅଛି । ଉଦାହରଣ ସ୍ୱରୂପ, ଆପଣଙ୍କର ମୋବାଇଲ୍, ଇମେଲ କିମ୍ବା ୱାଲେଟରେ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଙ୍ଗ ତଥ୍ୟ ଷ୍ଟୋର କରି ରଖନ୍ତୁ ନାହିଁ । କେବଳ ଯାଞ୍ଚ ହୋଇଥିବା, ସୁରକ୍ଷିତ ଏବଂ ବିଶ୍ୱସନୀୟ ୱେବସାଇଟ୍ ବ୍ୟବହାର କରନ୍ତୁ, ଅର୍ଥାତ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ପାଇଁ https: ରୁ ଆରମ୍ଭ ହେଉଥିବା ୱେବସାଇଟ୍ସ । ସର୍ବସାଧାରଣ, ଖୋଲା କିମ୍ବା ମାଗଣା ନେଟୱାର୍କ ମାଧ୍ୟମରେ ବ୍ୟାଙ୍କିଙ୍ଗ କରନ୍ତୁ ନାହିଁ । ଆପଣଙ୍କର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ପାସୱାର୍ଡ ଏବଂ ପିନକୁ ବଦଳାନ୍ତୁ । ଯଦି ଆପଣଙ୍କର ଏଟିଏମ୍ କାର୍ଡ, କ୍ରେଡିଟ୍ କାର୍ଡ, ପ୍ରିପେଡ୍ କାର୍ଡ ହଜିଯାଏ କିମ୍ବା ଚୋରି ହୁଏ ତେବେ ତୁରନ୍ତ ଏହାକୁ ବ୍ଲକ ଅର୍ଥାତ ଅବରୋଧ କରନ୍ତୁ ।

SMS/OBD-Safeguards for Digital banking - AC

ଅଡିଓ

ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ପର୍କିତ ଏସଏମଏସ ଶୁଣିବା ପାଇଁ କ୍ଲିକ କରନ୍ତୁ (ହିନ୍ଦୀ ଭାଷା)

ଅଡିଓ ପ୍ଲେ କରନ୍ତୁ

ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ପର୍କିତ ଏସଏମଏସ ଶୁଣିବା ପାଇଁ କ୍ଲିକ କରନ୍ତୁ (ଇଂରାଜୀ ଭାଷା)

ଅଡିଓ ପ୍ଲେ କରନ୍ତୁ

RBI Kehta Hai Quick Links

RBI-Kehta-Hai-Follow Us

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: null

ଏହି ପେଜ୍ ସହାୟକ ଥିଲା କି?